ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳିଯୁଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳିଯୁଗ   ବିଶେଷ୍ୟ

ଅର୍ଥ : ଚାରି ଯୁଗ ମଧ୍ୟରେ ଶେଷ ଏବଂ ବର୍ତ୍ତମାନ ଯୁଗ ଯେଉଁଥିରେ ପାପ ଓ ଅନୀତିର ପ୍ରାଧାନ୍ୟ ସ୍ୱୀକାର କରାଯାଏ

ଉଦାହରଣ : ଧର୍ମଶାସ୍ତ୍ର ଅନୁସାରେ ଏହି କଳିଯୁଗରେ ଦୁଷ୍ଟମାନଙ୍କୁ ବିନାଶ କରିବା ନିମନ୍ତେ ଭଗବାନ କଳ୍କୀ ଅବତାର ଧରିବେ

ସମକକ୍ଷ : କଳିକାଳ

चार युगों में से अंतिम और वर्तमान युग जिसमें पाप और अनीति की प्रधानता मानी जाती है।

धर्म शास्त्रों के अनुसार इस कलियुग में दुष्टों का नाश करने के लिए भगवान कल्कि अवतार लेंगे।
अंत्ययुग, अन्त्ययुग, कलजुग, कलयुग, कलि काल, कलि युग, कलियुग, तिष्य