ଅର୍ଥ : ଜଣେ ଋଷି ଯାହାଙ୍କର ସୃଷ୍ଟି ବ୍ରହ୍ମାଙ୍କ ଛାୟାରୁ ହୋଇଥିଲା ବୋଲି ବିଶ୍ୱାସ କରାଯାଏ
ଉଦାହରଣ :
ସ୍ୱୟମ୍ଭୁବ ମନୁ ଏବଂ ଶତରୂପାଙ୍କ କନ୍ୟା ଦେବହୂତିଙ୍କ ବିବାହ କର୍ଦମ ଋଷିଙ୍କ ସହିତ ହୋଇଥିଲା
ସମକକ୍ଷ :
କର୍ଦମ ଋଷି
ଅନ୍ୟ ଭାଷାରେ ଅନୁବାଦ :
एक ऋषि जिनकी उत्पत्ति ब्रह्माजी की छाया से मानी जाती है।
कर्दम का विवाह देवहूति के साथ हुआ था जो स्वयंभुव मनु और शतरूपा की पुत्री थी।
कर्दम,
कर्दम ऋषि
A mentor in spiritual and philosophical topics who is renowned for profound wisdom.
sage