ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ଣ୍ଣ   ବିଶେଷ୍ୟ

ଅର୍ଥ : ସମକୋଣ ତ୍ରିଭୁଜର ସମକୋଣ ସମ୍ମୁଖରେ ଥିବା ବାହୁ

ଉଦାହରଣ : ଏହି ତ୍ରିଭୁଜର କର୍ଣ୍ଣର ଲମ୍ବ ମାପି ଲେଖ


ଅନ୍ୟ ଭାଷାରେ ଅନୁବାଦ :

समकोण त्रिभुज के समकोण के सामने की भुजा।

इस त्रिभुज के कर्ण की लंबाई ज्ञात कीजिए।
कर्ण, श्रुति

ଅର୍ଥ : ଯେଉଁ ଇନ୍ଦ୍ରିୟରେ ଶବ୍ଦ ଶୁଣାଯାଏ

ଉଦାହରଣ : ଗାଧେଇବା ବେଳେ ମୋ କାନରେ ପାଣି ପଶିଗଲା

ସମକକ୍ଷ : କାନ, ଶ୍ରୁତି


ଅନ୍ୟ ଭାଷାରେ ଅନୁବାଦ :

वह इंद्रिय जिससे शब्द सुनाई पड़ता है।

नहाते समय मेरे कान में पानी चला गया।
कर्ण, कान, शब्दग्रह, श्रुति

The sense organ for hearing and equilibrium.

ear

ଅର୍ଥ : କୁନ୍ତୀଙ୍କର ସବୁଠାରୁ ବଡ଼ ପୁତ୍ର ଯେ ବହୁତ ଦାନୀ ଥିଲେ ଏବଂ ଜନ୍ମ ନେବା ମାତ୍ରକେ ଯାହାଙ୍କୁ କୁନ୍ତୀ ତ୍ୟାଗ କରିଥିଲେ

ଉଦାହରଣ : କର୍ଣ୍ଣଙ୍କ ଦାନବୀରତାର କାହାଣୀ ଆଜିବି ଲୋକେ ବଡ଼ ଆଗ୍ରହରେ ଶୁଣନ୍ତି ଓ ପଢନ୍ତି


ଅନ୍ୟ ଭାଷାରେ ଅନୁବାଦ :

कुंती का सबसे बड़ा पुत्र जो बहुत दानी था और जिसके जन्म लेते ही कुंती ने उसे त्याग दिया था।

कर्ण की दानवीरता की कहानी आज भी लोग बड़े चाव से सुनते एवं पढ़ते हैं।
अंगराज, अरुणात्मज, अर्कज, अर्कतनय, कर्ण, कानीन, पातंगी, रविनंद, रविनंदन, रविनन्द, रविनन्दन, राधातनय, राधेय, वृषण, वैकर्तन, सावित्र, सूतज, सूततनय, सूतपुत्र

An imaginary being of myth or fable.

mythical being

ଅର୍ଥ : ଯେଉଁ ରେଖା ଚତୁର୍ଭୁଜରେ ତେର୍ଚ୍ଛା ଭାବରେ ପଡ଼ିଥିବା ସାମ୍ନାସାମ୍ନି ଥିବା ବିନ୍ଦୁକୁ ମିଶାଏ ଏବଂ ସେହି ଚତୁର୍ଭୁଜକୁ ଦୁଇଟି ତ୍ରିଭୁଜରେ ବିଭକ୍ତ କରେ

ଉଦାହରଣ : ଏହି ଚତୁର୍ଭୁଜରେ କର୍ଣ୍ଣର ଲମ୍ବ ୫ସେଣ୍ଟିମିଟର

ସମକକ୍ଷ : ବିକର୍ଣ୍ଣ


ଅନ୍ୟ ଭାଷାରେ ଅନୁବାଦ :

वह रेखा जो किसी चतुर्भुज के तिरछे बल में पड़नेवाले आमने-सामने के बिंदुओं को मिलाती और उस चतुर्भुज को दो त्रिभुजों में विभक्त करती है।

इस चतुर्भुज में विकर्ण की लंबाई 5 सेंटीमीटर है।
कर्ण, विकर्ण

(mathematics) a set of entries in a square matrix running diagonally either from the upper left to lower right entry or running from the upper right to lower left entry.

diagonal

ଅର୍ଥ : କୌଣସି ତିନିକୋଣିଆ ପାର୍ଶ୍ବ ଭାଗ

ଉଦାହରଣ : ଏହି ତ୍ରିକୋଣର କର୍ଣ୍ଣ ଭୂମିଠାରୁ ବଡ


ଅନ୍ୟ ଭାଷାରେ ଅନୁବାଦ :

किसी त्रिकोण का पार्श्व भाग।

इस त्रिकोण का उच्चय आधार से बड़ा है।
उच्चय

The side of a right triangle opposite the right angle.

hypotenuse