ଅର୍ଥ : କୌଣସି ବିଦ୍ୟୁତ୍ ସଞ୍ଚାଳନରୁ ପ୍ରବାହିତ ହେଉଥିବା ବିଦ୍ୟୁତ୍ ଧାରା
ଉଦାହରଣ :
ଏହି ପଙ୍ଖାକୁ ଛୁଅଁ ନାହିଁ, ଏଥିରେ କରେଣ୍ଟ ମାରୁଛି
ସମକକ୍ଷ : କରେଣ୍ଟ, ବିଦ୍ୟୁତ୍ ଧାରା ପ୍ରବାହ
ଅନ୍ୟ ଭାଷାରେ ଅନୁବାଦ :
विद्युत धारा का वह प्रवाह जो किसी विद्युत संचालक से प्रवाहित होता है।
इस पंखे को मत चलाना, इसमें करेंट आता है।A flow of electricity through a conductor.
The current was measured in amperes.