ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରତାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରତାଳ   ବିଶେଷ୍ୟ

ଅର୍ଥ : ଗିନି ଭଳି ଗୋଲାକାର ଧାତୁଖଣ୍ଡର ଯୋଡ଼ି ଯାହା ପୂଜାଆଦି ସମୟରେ ବଜାଯାଏ

ଉଦାହରଣ : କୀର୍ତ୍ତନରେ କେତେ ଯୋଡ଼ା ଝାଞ୍ଜ ବାଜୁଥିଲା

ସମକକ୍ଷ : ଝାଁଝ

मँजीरे की तरह का गोलाकार धातु के टुकड़ों का जोड़ा जो पूजन आदि के समय बजाया जाता है।

कीर्तन में कई जोड़े झाँझ बज रहे थे।
कँसताल, कंसताल, छैना, झंझा, झर्झरी, झल्लक, झाँझ, झाँझरी, झांझ, झाल, झालर, तार, ताल

A percussion instrument consisting of a concave brass disk. Makes a loud crashing sound when hit with a drumstick or when two are struck together.

cymbal

ଅର୍ଥ : ହାତରେ ବଜାଯାଉଥିବା କାଠ ତିଆରି ଏକ ପ୍ରକାର ବାଜା

ଉଦାହରଣ : ସେ କରତାଳ ବଜାଉଛି

लकड़ी का बना एक प्रकार का बाजा जो हाथ से बजाया जाता है।

वह करताल बजा रहा है।
करताल, चकचकी, चक़चक़ी