ଅର୍ଥ : ଦିଗ ସମ୍ପର୍କରେ ଜ୍ଞାନ ଦେଉଥିବା ଏକ ଉପକରଣ
ଉଦାହରଣ :
ଜଙ୍ଗଲରେ ଦିଗ ଭ୍ରମ ହେବା ପରେ ଆମେ ଦିଗ ନିର୍ଣ୍ଣୟ ଯନ୍ତ୍ରଦ୍ୱାରା ଦିଗ ସମ୍ପର୍କରେ ଜ୍ଞାନ ପାଇଲୁ
ସମକକ୍ଷ : ଦିଗ ନିର୍ଣ୍ଣୟ ଯନ୍ତ୍ର, ଦିଗଦର୍ଶକ ଯନ୍ତ୍ର, ଦିଗନିର୍ଣ୍ଣାୟକ, ଦିଗସୂଚକ ଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
दिशा का ज्ञान कराने वाला एक उपकरण।
जंगल में दिशा भ्रम होने पर हमने दिक्सूचक द्वारा दिशा का ज्ञान प्राप्त किया।Navigational instrument for finding directions.
compassଅର୍ଥ : ବୃତ୍ତ ବା ଗୋଲାଇ ଅଙ୍କନ କରିବାର ଉପକରଣ ଯାହାର ପଛ ମୁଣ୍ଡ ପରସ୍ପର ଯୋଡ଼ି ହୋଇ ଦୁଇଟି କଣ୍ଟା ଭଳି ଥାଏ
ଉଦାହରଣ :
କମ୍ପାସ ବିନା ରେଖାଗଣିତରେ କାମ ଚଳେନାହିଁ
ଅନ୍ୟ ଭାଷାରେ ଅନୁବାଦ :
Drafting instrument used for drawing circles.
compass