ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଟ୍‌କଟ୍‌ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଟ୍‌କଟ୍‌ ହେବା   କ୍ରିୟାପଦ

ଅର୍ଥ : କୌଣସି କାରଣରୁ ତଳ ଓ ଉପର ଦାନ୍ତ ବାଜି କଟ୍‌କଟ୍‌ ଶବ୍ଦ କରିବା

ଉଦାହରଣ : ଅତ୍ୟଧିକ ଥଣ୍ଡା ଯୋଗୁଁ ମୋ ଦାନ୍ତ ଠକ୍‌ଠକ୍‌ ହେଉଛି

ସମକକ୍ଷ : ଠକ୍‌ଠକ୍‌ ହେବା

किसी कारण से निचले और ऊपरी दाँतों के स्पर्श से किटकिट या कटकट शब्द उत्पन्न होना।

अत्यधिक ठंडी के कारण मेरे दाँत किटकिटा रहे हैं।
कटकटाना, किटकिटाना, किरकिराना

Make a grating or grinding sound by rubbing together.

Grate one's teeth in anger.
grate, grind