ଅର୍ଥ : ନିୟତ ବା ନିୟମିତ ଏବଂ ପ୍ରାୟ ଗୋଲାକାର ମାର୍ଗ ଯାହା ଉପରେ କୌଣସି ଜିନିଷ, ବିଶେଷକରି ଖଗୋଳୀୟ ପିଣ୍ଡ ବୁଲନ୍ତି
ଉଦାହରଣ :
ପୃଥିବୀ ନିଜ ପରିଧିରେ ବୁଲୁଥାଏ
ସମକକ୍ଷ : ପରିଧି
ଅନ୍ୟ ଭାଷାରେ ଅନୁବାଦ :
नियत या नियमित और प्रायः गोलाकार वह मार्ग जिस पर कोई चीज़, विशेषकर खगोलीय पिंड चलती, घूमती या चक्कर लगाती हो।
पृथ्वी अपनी परिधि में घूमती है।The (usually elliptical) path described by one celestial body in its revolution about another.
He plotted the orbit of the moon.ଅର୍ଥ : ଚାରିପଟରେ କାନ୍ଥଦ୍ୱାରା ଘେରା ଏବଂ ଛାଉଣି ହୋଇଥିବା ଘରର ଛୋଟ ଅଂଶ
ଉଦାହରଣ :
ମୋ କୋଠରୀ ଦ୍ୱିତୀୟ ମହଲାରେ
ଅନ୍ୟ ଭାଷାରେ ଅନୁବାଦ :
An area within a building enclosed by walls and floor and ceiling.
The rooms were very small but they had a nice view.ଅର୍ଥ : ପାଠପଢ଼ା କ୍ରମରେ ଉଚ୍ଚ ଓ ନୀଚ୍ଚ ସ୍ଥାନ
ଉଦାହରଣ :
ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?
ଅନ୍ୟ ଭାଷାରେ ଅନୁବାଦ :