ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂଗ୍ରେସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଂଗ୍ରେସ   ବିଶେଷ୍ୟ

ଅର୍ଥ : ଆମେରିକାର ରାଜ୍ୟସଭା

ଉଦାହରଣ : ଇରାକ ବିରୁଦ୍ଧରେ ଯୁଦ୍ଧକୁ କଂଗ୍ରେସ ସହମତି ପ୍ରଦାନ କରିଥିଲା

अमेरिका की राजसभा।

इराक़ के विरुद्ध युद्ध को काँग्रेस ने सहमति प्रदान की थी।
काँग्रेस, कांग्रेस

The legislature of the United States government.

congress, u.s. congress, united states congress, us congress

ଅର୍ଥ : ଗୋଟିଏ ରାଷ୍ଟ୍ରୀୟ ବୈଧାନିକ ସଭା ବା ବିଧାନ ପରିଷଦ

ଉଦାହରଣ : ସେ ଆମେରିକା କଂଗ୍ରେସର ଜଣେ ସଭ୍ୟ

एक राष्ट्रीय वैधानिक सभा या विधान परिषद।

वह अमरीकी काँग्रेस का एक सदस्य है।
काँग्रेस, कांग्रेस

A national legislative assembly.

congress

ଅର୍ଥ : ଭାରତର ଏକ ରାଜନୈତିକ ଦଳ

ଉଦାହରଣ : କଂଗ୍ରେସ ଭାରତର ପ୍ରଥମ ରାଜନୈତିକ ଦଳ

An organization to gain political power.

In 1992 Perot tried to organize a third party at the national level.
party, political party