ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଔଷଧ ବିକ୍ରେତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଔଷଧ ବିକ୍ରେତା   ବିଶେଷ୍ୟ

ଅର୍ଥ : ଔଷଧ ବିକୁଥିବା ବ୍ୟକ୍ତି

ଉଦାହରଣ : ଔଷଧ ବିକ୍ରେତାଙ୍କ ପାଖରେ ଔଷଧ ନଥିଲା

औषधि बेचने वाला व्यक्ति।

औषध-विक्रेता के पास यह दवाई नहीं थी।
औषध विक्रेता, औषध-विक्रेता, केमिस्ट, ड्रगिस्ट, दवा विक्रेता, फार्मसिस्ट

A health professional trained in the art of preparing and dispensing drugs.

apothecary, chemist, druggist, pharmacist, pill pusher, pill roller

ଅର୍ଥ : ଯେ ଔଷଧ ବିକ୍ରି କରେ

ଉଦାହରଣ : ଔଷଧ ବିକ୍ରେତାମାନେ ହରତାଳ କରିଛନ୍ତି

ସମକକ୍ଷ : ଔଷଧ ବିକାଳି

वह जो दवा बेचता हो।

दवा-विक्रेताओं ने हड़ताल कर दी है।
औषधि-विक्रेता, दवा-विक्रेता