ଅର୍ଥ : ମହାରାଷ୍ଟ୍ରର ଏକ ସହର
ଉଦାହରଣ :
ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଘୃଣେଶ୍ୱର ଔରଙ୍ଗାବାଦଠାରୁ କିଛି ଦୂରରେ ଅବସ୍ଥିତ
ସମକକ୍ଷ : ଔରଙ୍ଗାବାଦ ସହର
ଅର୍ଥ : ମହାରାଷ୍ଟ୍ରର ଏକ ଜିଲ୍ଲା
ଉଦାହରଣ :
ଔରଙ୍ଗାବାଦ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଔରଙ୍ଗାବାଦରେ ଅବସ୍ଥିତ ଅଜନ୍ତା ଓ ଏଲୋରା ଗୁମ୍ଫା ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ
ସମକକ୍ଷ : ଔରଂଗାବାଦ, ଔରଂଗାବାଦ ଜିଲ୍ଲା, ଔରଙ୍ଗାବାଦ ଜିଲ୍ଲା
ଅର୍ଥ : ଭାରତର ବିହାର ରାଜ୍ୟର ଏକ ସହର
ଉଦାହରଣ :
ବିହାରର ଔରଙ୍ଗାବାଦ ମହାରାଷ୍ଟ୍ରର ଔରଙ୍ଗାବାଦ ସହରଭଳି ପ୍ରସିଦ୍ଧ ନୁହେଁ
ସମକକ୍ଷ : ଔରଙ୍ଗାବାଦ ସହର
ଅର୍ଥ : ଭାରତର ବିହାର ରାଜ୍ୟର ଏକ ଜିଲ୍ଲା
ଉଦାହରଣ :
ଔରଙ୍ଗାବାଦ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଔରଙ୍ଗାବାଦ ସହରରେ ଅବସ୍ଥିତ
ସମକକ୍ଷ : ଔରଂଗାବାଦ, ଔରଂଗାବାଦ ଜିଲ୍ଲା, ଔରଙ୍ଗାବାଦ ଜିଲ୍ଲା