ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଔଦ୍ୟୋଗୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଔଦ୍ୟୋଗୀକରଣ   ବିଶେଷ୍ୟ

ଅର୍ଥ : ଉଦ୍ୟୋଗ ଆଦିକୁ ବଢ଼େଇବା ତଥା ନୂଆ ନୂଆ କଳକାରଖାନା ଖୋଲିବା କାର୍ଯ୍ୟ

ଉଦାହରଣ : ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଔଦ୍ୟୋଗୀକରଣ ଉପରେ ବହୁତ ଗୁରୁତ୍ୱ ଦିଆଯାଇଥିଲା

उद्योग-धंधों आदि को बढ़ाने तथा नये-नये कल-कारखाने खोलने का कार्य।

नेहरूजी के प्रधानमंत्रित्व काल में औद्योगीकरण पर बहुत ज़ोर दिया गया।
उद्योगीकरण, औद्योगिकीकरण, औद्योगीकरण

The development of industry on an extensive scale.

industrial enterprise, industrialisation, industrialization