ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଷ୍ଠ   ବିଶେଷ୍ୟ

ଅର୍ଥ : ମୁହଁର ବାହାର ଆଡ଼କୁ ତଳେ ଓ ଉପରେ ଥିବା ଅଂଶ ଯେଉଁଥିରେ ଦାନ୍ତ ଢଙ୍କା ହୋଇଥାଏ

ଉଦାହରଣ : ମରିବା ସମୟରେ ଶ୍ୟାମର ଓଠରେ ତାର ପୁଅର ହିଁ ନାଁ ଥିଲା

ସମକକ୍ଷ : ଅଧର, ଓଠ

मुँह के बाहर ऊपर-नीचे उभरे हुए अंश जिनसे दाँत ढके रहते हैं।

मरते वक्त श्याम के होंठों पर उसके बेटे का ही नाम था।
अधर, ओंठ, ओठ, ओष्ठ, रदच्छद, रदछद, रदनच्छद, लब, होंठ, होठ