ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଟ   ବିଶେଷ୍ୟ

ଅର୍ଥ : ଅଧିକତର ଭାବେ ମରୁଭୂମିରେ ଦେଖାଯାଉଥିବା ଗୋଟିଏ ଉଚ୍ଚ ଚତୁସ୍ପଦୀ ପ୍ରାଣୀ ଯାହା ବାହନ ଭାବେ ଏବଂ ବୋଝ ବୋହିବା କାମରେ ଆସେ

ଉଦାହରଣ : ଓଟକୁ ମରୁଭୂମିର ଜାହାଜ କୁହାଯାଏ

ସମକକ୍ଷ : ଉଷ୍ଟ୍ର

एक ऊँचा चौपाया जो सवारी ओर बोझ लादने के काम आता है और अधिकतर रेगिस्तान में पाया जाता है।

ऊँट रेगिस्तान का जहाज़ माना जाता है।
उष्ट्र, ऊँट, कंटकाशन, कण्टकाशन, क्रमेल, क्रमेलक, जांघिक, दासेर, दासेरक, द्विककुद, धूम्रक, धूम्रशूक, धूम्रशूल, बहुकर, भूतघ्न, भूमिगम, महाग्रीव, महानाद, महापृष्ठ, लंबग्रीव, लम्बग्रीव, वक्रगुल्फ, वक्रग्रीव, शिशुनामा, शुतुर

Cud-chewing mammal used as a draft or saddle animal in desert regions.

camel

ଅର୍ଥ : ପୁରୁଷ ଓଟ

ଉଦାହରଣ : ସେ ଅଣ୍ଡିରା ଓଟ ବିକି ଗୋଟିଏ ମାଈ ଓଟ କିଣିଲା

ସମକକ୍ଷ : ଅଣ୍ଡିରା ଓଟ

नर ऊँट।

उसने ऊँट बेचकर एक ऊँटनी खरीदी।
उष्ट्र, ऊँट, क्रमेल, क्रमेलक

ଅର୍ଥ : ପଶା ଖେଳର ଏକ ଦାନ

ଉଦାହରଣ : ଓଟ ସଦାବେଳେ ତେରଛା ଚାଲେ ଓ ମାରେ

ସମକକ୍ଷ : ରଥ

शतरंज का एक मोहरा।

ऊँट हमेशा तिरछा चलता और मारता है।
ऊँट, रथ

(chess) a piece that can be moved diagonally over unoccupied squares of the same color.

bishop