ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଜନ   ବିଶେଷ୍ୟ

ଅର୍ଥ : କିଛି କରି ପାରିବାର କ୍ଷମତା

ଉଦାହରଣ : ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?

ସମକକ୍ଷ : ଦମ୍, ଶକ୍ତି, ସାମର୍ଥ୍ୟ

कुछ कर सकने की शक्ति।

तुम्हारी औकात ही क्या है कि मैं तुमसे डरूँ।
इख़्तियार, इख्तियार, औकात, निष्क्रय, बिसात, सामर्थ, सामर्थ्य, सामर्थ्य शक्ति, हैसियत

The quality of being capable -- physically or intellectually or legally.

He worked to the limits of his capability.
capability, capableness

ଅର୍ଥ : କୌଣସି ପଦାର୍ଥର ଓଜନ ବା ଗୁରୁତ୍ୱର ପରିମାଣ

ଉଦାହରଣ : ଏହି ବସ୍ତୁର ଓଜନ କେତେ?

ସମକକ୍ଷ : ତଉଲ, ଭାର, ମାପ

किसी पदार्थ के गुरुत्व या भारीपन का परिमाण।

इस वस्तु का वज़न कितना है?
तौल, भार, वजन, वज़न

The vertical force exerted by a mass as a result of gravity.

weight

ଅର୍ଥ : ଓଜନ କରିବାର କ୍ରିୟା

ଉଦାହରଣ : ସେଠଙ୍କ ପାଖରେ ଜିନିଷ ଓଜନକରି ମନୋହର ପ୍ରତିଦିନ ଶହେ ଟଙ୍କା ରୋଜଗାର କରେ

ସମକକ୍ଷ : କଣ୍ଟା, ତଉଲ, ମାପ

तौलने की क्रिया।

मनोहर सेठ के यहाँ वस्तुओं की तौलाई करके प्रतिदिन सौ रुपये कमा लेता है।
तुलाई, तौलाई

ଅର୍ଥ : କୌଣସି ବସ୍ତୁର ଭାର, ଓଜନ, ମାପ, ମୂଲ୍ୟ ଆଦି

ଉଦାହରଣ : ଏକ ବସ୍ତା ଚାଉଳର ଓଜନ ପ୍ରାୟ ଶହେ କିଲୋ ହୋଇଥାଏ

ସମକକ୍ଷ : ପରିମାଣ

किसी वस्तु का भार, तौल, नाप, मूल्य आदि।

एक बोरे चावल का मान लगभग सौ किलो होता है।
परिमाण, मात्रा, मान, मिकदार

ଅର୍ଥ : ତଉଲିବା ପ୍ରକ୍ରିୟା ବା ଭାବ

ଉଦାହରଣ : ତୁମ ଓଜନ ଠିକ ନାହିଁ

ସମକକ୍ଷ : ମାପ

तौलने की क्रिया या भाव।

आपकी तौल बराबर नहीं है।
तौल