ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓକିଲାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓକିଲାତି   ବିଶେଷ୍ୟ

ଅର୍ଥ : ଓକିଲର କାମ ବା ବୃତ୍ତି

ଉଦାହରଣ : ଆଜିକାଲି ରାମର ଓକିଲାତି ଭଲରେ ଚାଲୁଛି

वकील का काम या पेशा।

आजकल राम की वकालत अच्छी चल रही है।
वकालत

Active support of an idea or cause etc.. Especially the act of pleading or arguing for something.

advocacy, protagonism

ଅର୍ଥ : କୌଣସି ବ୍ୟକ୍ତିଙ୍କ ତରଫରୁ ତାଙ୍କ ସପକ୍ଷରେ କଥା କହିବାର ପ୍ରକ୍ରିୟା

ଉଦାହରଣ : ବୁଶ୍ ଏଚ୍-୧ବି ଭିସା ବଢ଼ାଇବାପାଇଁ ଓକିଲାତି କଲେ

किसी की ओर से उसके अनुकूल बात करने की क्रिया।

बुश ने एच 1 बी वीजा बढ़ाने की वकालत की।
वकालत

Active support of an idea or cause etc.. Especially the act of pleading or arguing for something.

advocacy, protagonism

ଓକିଲାତି   କ୍ରିୟା ବିଶେଷଣ

ଅର୍ଥ : ଓକିଲ ଦ୍ୱାରା

ଉଦାହରଣ : ସରକାର ଏହି ସଂସ୍ଥାକୁ ଓକିଲାତି ନୋଟିସ ପଠାଇ ଉତ୍ତର ମାଗିଛନ୍ତି

ସମକକ୍ଷ : ଉକିଲାତି

वकील के द्वारा।

सरकार ने इस संस्था को वकालतन नोटिस भेजकर जवाब माँगा है।
वकालतन