ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓକାଲତନାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓକାଲତନାମା   ବିଶେଷ୍ୟ

ଅର୍ଥ : ବିଚାରାଳୟରେ ଦାଖଲ କରାଯାଉଥିବା ଯେଉଁ ପତ୍ରଦ୍ୱାରା କୌଣସି ଓକିଲଙ୍କୁ କେହି ନିଜର ମକଦ୍ଦମା ଲଢିବା ପାଇଁ ଦାୟିତ୍ୱ ଦେଇଥାଆନ୍ତି

ଉଦାହରଣ : ବିପକ୍ଷୀୟମାନେ ମଧ୍ୟ ନ୍ୟାୟାଳୟରେ ବକାଲତନାମା ଦାଖଲ କରି ସାରିଲେଣି

ସମକକ୍ଷ : ବକାଲତନାମା

न्यायालय में दाखिल वह पत्र जिसके द्वारा किसी वकील को अपना मुकदमा लड़ने के लिए नियत किया जाता है।

विपक्षियों ने भी न्यायालय में वकालतनामा दाखिल कर दिया है।
वकालतनामा