ଅର୍ଥ : ଏରୁଣ୍ଡି ଉପରେ ରଖାଯାଇଥିବା ଦୀପ ଯାହା ଭିତର ଓ ବାହାର ଉଭୟପଟକୁ ଆଲୋକିତ କରେ
ଉଦାହରଣ :
ଏରଣ୍ଡାଦୀପ ଘର ଭିତରେ ଓ ବାହାରେ ଉଭୟ ପଟକୁ ଆଲୋକ ଦିଏ
ସମକକ୍ଷ : ଏରୁଣ୍ଡି ଦୀପ, ଦେହଳୀ-ଦୀପକ
ଅନ୍ୟ ଭାଷାରେ ଅନୁବାଦ :
देहली पर रखा हुआ दीपक जो अन्दर और बाहर दोनों ओर प्रकाश फैलाता है।
देहली-दीपक घर के अन्दर भी और बाहर भी प्रकाश देता है।