ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏଜେନ୍ସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏଜେନ୍ସୀ   ବିଶେଷ୍ୟ

ଅର୍ଥ : ଏକ ବ୍ୟବସାୟ ଯାହା ଅନ୍ୟ ବ୍ୟବସାୟ ସମୂହ ନିମନ୍ତେ କାମ କରିଥାଏ

ଉଦାହରଣ : ସମାଚାର ଏଜେନ୍ସୀ ଟିଭି ଚ୍ୟାନେଲ୍ ତଥା ସମାଚାର ପତ୍ର ନିମନ୍ତେ ସମାଚାର ଦେଇଥାଏ

एक व्यवसाय जो अन्य व्यवसायों के लिए काम करता है।

समाचार एजेंसियाँ टीवी चैनलों तथा समाचार पत्रों के लिए समाचार देते हैं।
एजेंसी, एजेन्सी

ଅର୍ଥ : ଅଭିକର୍ତ୍ତା ବା ଏଜେଣ୍ଟର କାର୍ଯ୍ୟସ୍ଥାନ

ଉଦାହରଣ : ଏଜେଣ୍ଟ ଏପର୍ଯ୍ୟନ୍ତ ଏଜେନ୍ସୀରେ ପହଞ୍ଚିନାହିଁ

ସମକକ୍ଷ : ଅଭିକରଣ

अभिकर्ता या एजेंट का कार्य-स्थान।

अभिकर्ता अभी तक अभिकरण नहीं पहुँचा है।
अभिकरण, एजेंसी, एजेन्सी, घटक-स्थान