ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକ ଅୟୁତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକ ଅୟୁତ   ବିଶେଷ୍ୟ

ଅର୍ଥ : ଶହେଟି ଶହେର ଯୋଗରୁ ପ୍ରାପ୍ତ ସଂଖ୍ୟା

ଉଦାହରଣ : ସେ ଦଶହଜାରପାଇଁ ପିଲାଟିକୁ ଉଠାଇ ନେଇଥିଲା

ସମକକ୍ଷ : ଦଶହଜାର, ୧୦୦୦୦

सौ सौ के योग से प्राप्त संख्या।

उसने दस हज़ार के लिए बच्चे को उठवाया था।
10000, अयुत, दस हज़ार, दस हजार, १००००

The cardinal number that is the product of ten and one thousand.

10000, myriad, ten thousand

ଏକ ଅୟୁତ   ବିଶେଷଣ

ଅର୍ଥ : ଶହେ ଶହ

ଉଦାହରଣ : ସେ ମୋତେ ଦଶହଜାର ଟଙ୍କା ମାଗିଲେ

ସମକକ୍ଷ : ଏକ ଅଯୁତ, ଦଶହଜାର, ୧୦୦୦୦

सौ सौ।

उसने मुझसे दस हज़ार रुपए माँगे।
10000, दस हज़ार, दस हजार, १००००

Denoting a quantity consisting of 10,000 items or units.

ten thousand