ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକକ   ବିଶେଷ୍ୟ

ଅର୍ଥ : କୌଣସି ପୂର୍ଣ୍ଣବର୍ଗ ବା ସମୂହର କୌଣସି ଏଭଳି ଅଙ୍ଗ ବା ଭାଗ ଯାହାକୁ ବିଶ୍ଳେଷଣପାଇଁ ସ୍ୱତନ୍ତ୍ର ଭାବରେ ଗ୍ରହଣକରାଯାଏ

ଉଦାହରଣ : ଆମ ସମାଜ ଅନେକ ଛୋଟବଡ଼ ଏକକକୁ ନେଇ ଗଠିତ

किसी पूरे वर्ग या समूह का कोई ऐसा अंग या भाग जो विश्लेषण के काम के लिए किसी प्रकार अलग और स्वतन्त्र माना या समझा जाता हो।

हमारा समाज कई छोटी-बड़ी इकाइयों से बना है।
इकाई, ईकाई

An individual or group or structure or other entity regarded as a structural or functional constituent of a whole.

The reduced the number of units and installations.
The word is a basic linguistic unit.
unit

ଅର୍ଥ : ଯେଉଁ ମାତ୍ରା ବା ମାନ କୌଣସି ପ୍ରକାର ମାପର ମାନକ ରୂପେ ଧରାଯାଏ

ଉଦାହରଣ : ତାପମାତ୍ରାର ଏକକ ହେଉଛି ଡିଗ୍ରୀ ସେଣ୍ଟିଗ୍ରେଡ୍

कोई ऐसी मात्रा या मान जिसे किसी प्रकार की नाप-जोख के लिए मानक मान लिया गया हो।

तापमान की इकाई डिग्री सेंटीग्रेट है।
इकाई, ईकाई, एकक, यूनिट

Any division of quantity accepted as a standard of measurement or exchange.

The dollar is the United States unit of currency.
A unit of wheat is a bushel.
Change per unit volume.
unit, unit of measurement

ଏକକ   ବିଶେଷଣ

ଅର୍ଥ : ଏକ ସହିତ ସମ୍ବନ୍ଧ ରଖୁଥିବା ବା ଯେଉଁଥିରେ ଏକ ହିଁ ଥାଏ

ଉଦାହରଣ : ଏହା ଏକକ ପ୍ରଣାଳୀ

एक से संबंध रखनेवाला या जिसमें एक ही हो।

यह एकक प्रणाली है।
एकक

Being or characteristic of a single thing or person.

Individual drops of rain.
Please mark the individual pages.
They went their individual ways.
individual, single