ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏଉଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏଉଡ଼ି   ବିଶେଷ୍ୟ

ଅର୍ଥ : ପେଟ ପୂରି ଯାଇଥିବାର ସୂଚନା ଦେଉଥିବା ଶାରିରୀକ ବ୍ୟବସ୍ଥା ଯେଉଁଥିରେ ପେଟ ଭିତରର ବାୟୁ କିଛି ଶବ୍ଦକରି ଗଳାରୁ ବାହାରି ଯାଏ

ଉଦାହରଣ : ଆଜି ମୋର ବହୁତ ହେଉଡ଼ି ଆସୁଛି

ସମକକ୍ଷ : ହେଉଡ଼ି

पेट भरे होने का सूचक वह शारीरिक व्यापार जिसमें पेट की वायु कुछ शब्द करती हुई गले से निकलती है।

आज मुझे बहुत डकार आ रही है।
डकार