ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏଂଜିୟୋପ୍ଲାଷ୍ଟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏଂଜିୟୋପ୍ଲାଷ୍ଟୀ   ବିଶେଷ୍ୟ

ଅର୍ଥ : ଏଭଳି ଗୋଟିଏ ପ୍ରକ୍ରିୟା ଯେଉଁଥିରେ ହୃଦୟକୁ ରକ୍ତ ପହଞ୍ଚାଉଥିବା ଧମନୀରେ ଗୋଟିଏ ସୂକ୍ଷ୍ମ ଉପକରଣ ପକାଇ ଧମନୀକୁ ବିସ୍ତାରିତ କରାଯାଏ

ଉଦାହରଣ : ଏଞ୍ଜିୟୋପ୍ଲାଷ୍ଟୀ ଦ୍ବାରା ରକ୍ତ ପ୍ରବାହକୁ ବଢାଯାଏ

ସମକକ୍ଷ : ଏଞ୍ଜିୟୋପ୍ଲାଷ୍ଟୀ

एक ऐसी प्रक्रिया जिसमें हृदय को रक्त पहुँचानेवाली धमनी में एक सूक्ष्म उपकरण डालकर धमनी को फैलाया जाता है।

एंजियोप्लास्टी के द्वारा रक्त प्रवाह को बढ़ाया जाता है।
एंजियोप्लास्टी

An operation to repair a damaged blood vessel or unblock a coronary artery.

angioplasty