ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଋଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଋଷି   ବିଶେଷ୍ୟ

ଅର୍ଥ : ବେଦ ମନ୍ତ୍ରର ପ୍ରକାଶକ

ଉଦାହରଣ : ବେଦାନ୍ତ କୌଣସି ଋଷିଙ୍କର ଅବଦାନ ନୁହେଁ

ସମକକ୍ଷ : ମୁନି

वेदमंत्रों का प्रकाशक।

वेदांत किसी एक ऋषि की देन नहीं है।
ऋषि, मंत्रकार, मंत्रदृष्ट्रा, मुनि

ଅର୍ଥ : ଆଧ୍ୟାତ୍ମିକ ଓ ଭୌତିକ ତତ୍ତ୍ୱର ଜ୍ଞାତା, ପରମ ବୁଦ୍ଧିମାନ, ଦୂରଦର୍ଶୀ, ସଚ୍ଚରିତ୍ର ଏବଂ ତ୍ୟାଗୀବ୍ୟକ୍ତି

ଉଦାହରଣ : ଭାରତରେ ବହୁତ ବଡ଼ ବଡ଼ ଋଷି ଲୀଳାଭୂମି

ସମକକ୍ଷ : ତପସ୍ୱୀ, ମୁନି

आध्यात्मिक और भौतिक तत्वों का ज्ञाता, परम बुद्धिमान, दूरदर्शी, सच्चरित्र और त्यागी व्यक्ति।

भारत में बहुत बड़े-बड़े ऋषि हुए हैं।
आप्त, ऋषि, मुनि, वाज

A mentor in spiritual and philosophical topics who is renowned for profound wisdom.

sage