ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଊର୍ମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଊର୍ମି   ବିଶେଷ୍ୟ

ଅର୍ଥ : ଛୋଟ ଏବଂ ହାଲୁକା ଲହରୀ

ଉଦାହରଣ : ଜଳ ଊର୍ମିକୁ ଦେଖି କବିଙ୍କ ଭାବ ଜାଗି ଉଠିଲା ଓ ସେ କବିତା ଲେଖିବାରେ ଲାଗିପଡ଼ିଲେ

ସମକକ୍ଷ : ଢେଉ, ଲହରୀ

छोटी और हल्की लहर।

जल उर्मिका को देख कवि का भाव मचल उठा और वह कविता लिखने लगा।
उर्मिका