ଅର୍ଥ : ରଙ୍ଗ, ଚମକ ଆଦି ଫିକା ପଡିବା
ଉଦାହରଣ :
ଗୋଟିଏ ଧୂଆଁରେ କନାର ରଙ୍ଗ ଉଡ଼ିଗଲା
ସମକକ୍ଷ : ଚାଲିଯିବା, ଛାଡ଼ିଯିବା, ଫିକା ପଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
रंग, चमक आदि का धीमा पड़ जाना।
एक ही धुलाई में कपड़े का रंग उड़ गया।ଅର୍ଥ : କୌଣସି ବସ୍ତୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା
ଉଦାହରଣ :
ଟେବୁଲ ଉପରେ ଥିବା ବହି କୁଆଡେ ଉଡିଗଲା
ସମକକ୍ଷ : ଗାଏବ ହୋଇଯିବା, ଛୁ ମନ୍ତର ହୋଇଯିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि का जगह से हटना।
मेज़ पर रखी किताब कहाँ गायब हो गई।