ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡ଼ାଜାହାଜ ଚାଳକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡ଼ାଜାହାଜ ଚାଳକ   ବିଶେଷ୍ୟ

ଅର୍ଥ : ଯେ ଉଡ଼ାଜାହାଜ ଚଲାନ୍ତି

ଉଦାହରଣ : ବିମାନ ଚାଳକ ବିମାନକୁ ଆକାଶ ମାର୍ଗରେ ଉଡ଼ାଉଥିଲା

ସମକକ୍ଷ : ପାଇଲଟ, ବିମାନ ଚାଳକ, ବୈମାନିକ

वह जो विमान या हवाई जहाज चलाता हो।

विमान चालक विमान को हवा में गोते खिला रहा था।
पाइलट, पायलट, पायलेट, वायुयान-चालक, विमान चालक, विमान-चालक, वैमानिक, हवाबाज, हवाबाज़

Someone who is licensed to operate an aircraft in flight.

airplane pilot, pilot