ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପାସିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପାସିଆ   ବିଶେଷ୍ୟ

ଅର୍ଥ : ଯେ ବ୍ରତ ରଖିଛି ବା ଉପବାସ ରହିଛି

ଉଦାହରଣ : ବ୍ରତୀ ହରିତାଳିକାରେ ନିର୍ଜଳା ଉପବାସ କରିଛି

ସମକକ୍ଷ : ବ୍ରତଚାରୀ, ବ୍ରତୀ

वह जिसने व्रत या उपवास रखा हो।

व्रती ने एकादशी का निर्जला उपवास रखा है।
अनाहारी, उपवासकर्ता, उपवासी, व्रतचारी, व्रती

ଉପାସିଆ   ବିଶେଷଣ

ଅର୍ଥ : ଯେ କିଛି (ଅନ୍ନ ଆଦି) ଖିଆପିଆ କରି ନାହିଁ

ଉଦାହରଣ : ସେ କେତେକ ନିରାହାର ଲୋକଙ୍କୁ ଖାଇବାକୁ ଦେଉଛନ୍ତି

ସମକକ୍ଷ : ନିରନ୍ନ, ନିରାହାର, ଭୋକିଲା

जो कुछ (अन्न आदि) खाया पिया न हो।

वह कुछ निराहार व्यक्तियों को भोजन करा रहा है।
अनाहार, उपासा, निरन्न, निरन्ना, निराहार, भूखा

Suffering from lack of food.

starved, starving