ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପନିର୍ବାଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପନିର୍ବାଚନ   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନ, ପଦ, ସଦସ୍ୟତା ଆଦିପାଇଁ ହେଉଥିବା ଏହି ନିର୍ବାଚନ ଯାହା କୌଣସି କାର୍ଯ୍ୟକାଳ ପୂର୍ଣ୍ଣ ହେବାପୂର୍ବରୁ, କୌଣସି ବିଶେଷ କାରଣରୁ କୌଣସି ସ୍ଥାନ ଖାଲି ହେବାରୁ ସେହି ସ୍ଥାନ ପୂରଣପାଇଁ ହୋଇଥାଏ

ଉଦାହରଣ : ମନ୍ତ୍ରୀଙ୍କ ମୃତ୍ୟୁପରେ ତାଙ୍କ ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ କରାଗଲା

किसी स्थान,पद,सदस्यता आदि के लिए होनेवाला वह निर्वाचन जो किसी सत्र की अवधि पूरी होने से पहले,किसी विशेष कारण से किसी स्थान के रिक्त हो जाने पर उसकी पूर्ति के लिए होता है।

मंत्रीजी की मृत्यु के बाद उनके निर्वाचन क्षेत्र में उपचुनाव कराया गया।
उपचुनाव, उपनिर्वाचन