ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପନାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପନାମ   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତି ଆଦିର ବୈକଳ୍ପିକ ନାମ

ଉଦାହରଣ : ପୋଲିସ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ରାକେଶ ସିଂ ଓରଫ ରାକାକୁ ଖୋଜୁଛି କେତେକ ଲୋକ ତାଙ୍କ ପ୍ରକୃତ ନାମ ଅପେକ୍ଷା ଉପନାମରେ ଅଧିକ ପ୍ରସିଦ୍ଧ ହୁଅନ୍ତି

ସମକକ୍ଷ : ଓରଫ

ଅର୍ଥ : କୌଣସି ବ୍ୟକ୍ତି, ବସ୍ତୁଆଦିର ପ୍ରକୃତ ନାମରୁ ଅଲଗା କୌଣସି ଦ୍ୱିତୀୟ ନାମ ଯାହାଦ୍ୱାରା ସେ ପ୍ରସିଦ୍ଧ ହୋଇଛନ୍ତି ବା ଡକାଯାଉଛନ୍ତି

ଉଦାହରଣ : କବି ରାମଧାରୀ ସିଂହ ତାଙ୍କର ଉପନାମ ଦିନକର ରୂପେ ପ୍ରସିଦ୍ଧ

ସମକକ୍ଷ : ସାଂଗିଆ, ସାଙ୍ଗିଆ

किसी व्यक्ति,वस्तु आदि के वास्तविक नाम से भिन्न कोई दूसरा नाम जिससे वह प्रसिद्ध हो या पुकारा जाता हो।

कवि रामधारी सिंह अपने उपनाम दिनकर से प्रसिद्ध हैं।
कुछ लोग अपने वास्तविक नाम की अपेक्षा उर्फ से ज्यादा प्रसिद्ध होते हैं।
अभिधान, आह्वय, उपनाम, उर्फ, उर्फ़, पुकारू नाम, लकब, लक़ब

A familiar name for a person (often a shortened version of a person's given name).

Joe's mother would not use his nickname and always called him Joseph.
Henry's nickname was Slim.
byname, cognomen, moniker, nickname, sobriquet, soubriquet