ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉନ୍ନତି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉନ୍ନତି କରିବା   ବିଶେଷ୍ୟ

ଅର୍ଥ : ଉନ୍ନତ କରିବାର କ୍ରିୟା

ଉଦାହରଣ : ଟେକେନିକ ସଂବର୍ଦ୍ଧନ ନିରନ୍ତର ଜାରି ରହିଛି

ସମକକ୍ଷ : ସଂବର୍ଦ୍ଧନ

उन्नत करने की क्रिया।

तकनीकी संवर्धन निरंतर जारी है।
उन्नत करना, संवर्द्धन, संवर्धन

A process in which something passes by degrees to a different stage (especially a more advanced or mature stage).

The development of his ideas took many years.
The evolution of Greek civilization.
The slow development of her skill as a writer.
development, evolution

ଉନ୍ନତି କରିବା   କ୍ରିୟାପଦ

ଅର୍ଥ : ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା

ଉଦାହରଣ : ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି

ସମକକ୍ଷ : ଉନ୍ନତ ହେବା, ବିକାଶ କରିବା, ବଢ଼ିବା

पहले की अवस्था से अच्छी या ऊँची अवस्था की ओर बढ़ना।

उसका व्यापार दिन-प्रतिदिन उन्नत हो रहा है।
उन्नत होना, उन्नति करना, उभरना, चमकना, फलना, फलना-फूलना, बढ़ना, विकास करना

Develop in a positive way.

He progressed well in school.
My plants are coming along.
Plans are shaping up.
advance, come along, come on, get along, get on, progress, shape up