ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାଳିଶ ମାତ୍ରାର ଗୋଟିଏ ଛନ୍ଦ
ଉଦାହରଣ : ଉଦ୍ଧତ ଛନ୍ଦରେ ପ୍ରତି ଦଶ ମାତ୍ରା ପରେ ବିରାମ ହୁଏ
ସମକକ୍ଷ : ଉଦ୍ଧତ ଛନ୍ଦ
चालीस मात्राओं का एक छंद।
(prosody) a system of versification.
ଅର୍ଥ : ଯାହାର ଦଣ୍ଡର ଭୟ ନାହିଁ
ଉଦାହରଣ : ସେ ବହୁତ ଉଦ୍ଦଣ୍ଡ ପିଲା
ସମକକ୍ଷ : ଉଛୃଙ୍ଖଳ, ଉଦ୍ଦଣ୍ଡ, ଦୁଷ୍ଟ
जिसे दंड का भय न हो।
Stubbornly resistant to authority or control.
ଅର୍ଥ : ଔଦ୍ଧତ୍ୟ ଦେଖାଉଥିବା
ଉଦାହରଣ : ସେ ଏତେ ଉଦ୍ଧତ ଯେ ତାସହ କଥା ହେବାକୁ ମନ ହୁଏନି
ସମକକ୍ଷ : ଅବିନୀତ, ଅଶିଷ୍ଟ
अकड़ दिखानेवाला।
Having or showing feelings of unwarranted importance out of overbearing pride.
ଅର୍ଥ : ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
ଉଦାହରଣ : ମୋହନ ବହୁତ ଧୃଷ୍ଟ
ସମକକ୍ଷ : ଅଖାଡ଼ୁଆ, ଅବିନୀତ, ଅଶାଳୀନ, ଉଚ୍ଛୃଙ୍ଖଳ, ଧୃଷ୍ଟ
जो दूसरों के साथ धृष्टतापूर्वक व्यवहार करता हो या धृष्टता से पेश आता हो।
Tenaciously unwilling or marked by tenacious unwillingness to yield.
ଅର୍ଥ : ବଡ଼ମାନଙ୍କୁ ଉଚିତ୍ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
ଉଦାହରଣ : ରାମୁ ଜଣେ ଉଦ୍ଧତ ବାଳକ
ସମକକ୍ଷ : ଅବିନୀତ, ଧୃଷ୍ଟ
बड़ों का उचित आदर या लिहाज न करने वाला।
Showing lack of due respect or veneration.