ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦାନବାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦାନବାୟୁ   ବିଶେଷ୍ୟ

ଅର୍ଥ : କଣ୍ଠରେ ଅବସ୍ଥାନ କରୁଥିବା ଗୋଟିଏ ପ୍ରାଣବାୟୁ

ଉଦାହରଣ : ଉଦାନବାୟୁର ଗତି ହୃଦୟରୁ କଣ୍ଠ ଏବଂ ତାଳୁ ପର୍ଯ୍ୟନ୍ତ ତଥା ମସ୍ତକରୁ ଭ୍ରୁମଧ୍ୟ ପର୍ଯ୍ୟନ୍ତ ଥାଏ

ସମକକ୍ଷ : ଉଦାନ

एक प्रकार की प्राणवायु जिसका स्थान कंठ है।

उदान वायु की गति हृदय से कंठ और तालू तक तथा शिर से भ्रूमध्य तक है।
उदान, उदान वायु, उदानवायु