ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ସାହହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ସାହହୀନ   ବିଶେଷଣ

ଅର୍ଥ : କାର୍ଯ୍ୟରେ ଉତ୍ସାହ ନ ଦେଖାଉଥିବା ବ୍ୟକ୍ତି

ଉଦାହରଣ : କମ୍ପାନୀ ନିରୁତ୍ସାହ ବ୍ୟକ୍ତିଙ୍କୁ ବାହାର କରିଦେଲା

ସମକକ୍ଷ : ଉତ୍ସାହଶୂନ୍ୟ, ନିରୁତ୍ସାହ

कार्य में उत्साह न दिखाने वाला।

कंपनी ने अप्रवर्तक व्यक्तियों को निकाल दिया।
अप्रवर्तक

ଅର୍ଥ : ଯେଉଁଥିରେ ଉତ୍ସାହ ଓ ସ୍ଫୂର୍ତ୍ତି ନାହିଁ

ଉଦାହରଣ : ନିରୁତ୍ସାହୀ ଖେଳାଳୀମାନଙ୍କୁ ଦଳରୁ ବାହାର କରିଦିଆଗଲା

ସମକକ୍ଷ : ଅନୁତ୍ସାହୀ, ନିରୁତ୍ସାହୀ, ସ୍ଫୂର୍ତ୍ତିହୀନ

जिसमें उत्साह या स्फूर्ति न हो।

निरुत्साहित खिलाड़ियों को दल से बाहर कर दिया गया।
अनुत्साहित, अनुत्साही, अप्रगल्भ, अस्फूर्त, उत्साहहीन, निरुत्साहित, निरुत्साही, स्फूर्तिहीन, हतोत्साहित

Feeling or showing little interest or enthusiasm.

A halfhearted effort.
Gave only lukewarm support to the candidate.
half-hearted, halfhearted, lukewarm, tepid