ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତର-ପୂର୍ବଦିଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତର-ପୂର୍ବଦିଗ   ବିଶେଷ୍ୟ

ଅର୍ଥ : ଉତ୍ତର-ପୂର୍ବର ଦିଗ ବା କୋଣ

ଉଦାହରଣ : ଉତ୍ତର-ପୂର୍ବ ଆଡ଼ୁ ଖୁବ୍‌ ଜୋରରେ ପବନ ବହିଲା ଓ ତାପରେ ବର୍ଷା ଆରମ୍ଭ ହୋଇଗଲା

ସମକକ୍ଷ : ଇଶାଣ କୋଣ, ଉତ୍ତର-ପୂର୍ବ କୋଣ, ଐଶାନ୍ୟ କୋଣ, ଐଶାନ୍ୟ ଦିଗ

उत्तर और पूर्व के बीच की उपदिशा या कोण।

उत्तर-पूर्व की ओर से हवा का एक तेज़ झोंका आया और उसके बाद बारिश शुरू हो गई।
इसान, ईशन, ईशान, ईशान कोण, ईसन, ईसान, उत्तर पूर्व, उत्तर-पूर्व, उत्तरपूर्व, पूर्वोत्तर, प्रागुत्तरा

The compass point midway between north and east. At 45 degrees.

ne, nor'-east, northeast, northeastward