ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତରାୟଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତରାୟଣ   ବିଶେଷ୍ୟ

ଅର୍ଥ : ଛ’ମାସର ସେହି ସମୟ ଯେବେଠାରୁ ସୂର୍ଯ୍ୟ ବରାବର ଉତ୍ତର ଦିଗକୁ ଗତିକରିଥାନ୍ତି

ଉଦାହରଣ : ସ୍ୱାମୀଜୀ ଉତ୍ତରାୟଣରେ ତପସ୍ୟା କରିବାକୁ ହିମାଳୟକୁ ଚାଲିଯାନ୍ତି

छः मास का वह समय जब सूर्य बराबर उत्तर दिशा की ओर गतिमान रहता है।

स्वामीजी उत्तरायण में तपस्या करने के लिए हिमालय में चले जाते हैं।
उत्तरायण, उत्तरायन

ଅର୍ଥ : ସୂର୍ଯ୍ୟଙ୍କ ଉତ୍ତରଦିଗକୁ ଗମନ ବା ସୂର୍ଯ୍ୟଙ୍କ ମକର ରେଖାର ଉପରେ ଉତ୍ତର କର୍କଟ ରେଖାକୁ ଗମନ

ଉଦାହରଣ : ଯେବେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ଗମନ କରନ୍ତି ସେବେଠାରୁ ଦିନ ବଡ଼ ଏବଂ ରାତି ଛୋଟ ହୋଇଥାଏ

सूर्य का उत्तर दिशा में गमन या सूर्य का मकर रेखा से उत्तर कर्क रेखा की ओर गमन।

जब सूर्य दक्षिणायन से उत्तरायण होने लगता है तब दिन बड़े और रात छोटी होने लगती है।
उत्तर-अयन, उत्तरायण, उत्तरायन, उदगपन