ଅର୍ଥ : ସତାଇଶ ଗୋଟି ନକ୍ଷତ୍ରମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ଚନ୍ଦ୍ରମାଙ୍କ ମାର୍ଗରେ ପଡ଼ୁଥିବା ଏକୋଇଶତମ ନକ୍ଷତ୍ର ହେଉଛି ଉତ୍ତରାଷାଢ଼ା
ସମକକ୍ଷ : ଉତ୍ତରାଷାଢ଼ା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
सत्ताईस नक्षत्रों में से एक।
उत्तराषाढ़ा नक्षत्र चन्द्रमा के मार्ग पर पड़नेवाला इक्कीसवाँ नक्षत्र है।ଅର୍ଥ : ଯେଉଁ ସମୟରେ ଚନ୍ଦ୍ର ଉତ୍ତରାଷାଢ଼ା ନକ୍ଷତ୍ରରେ ଥାଏ
ଉଦାହରଣ :
ଏ ବର୍ଷ ଉତ୍ତରାଷାଢ଼ା ନକ୍ଷତ୍ରରେ ଆଦୌ ବର୍ଷା ହୋଇନାହିଁ
ଅନ୍ୟ ଭାଷାରେ ଅନୁବାଦ :
वह काल जब चंद्रमा उत्तराषाढ़ा नक्षत्र में होता है।
इस वर्ष उत्तराषाढ़ा नक्षत्र में बिल्कुल बारिश नहीं हुई।