ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡନ୍ତା ଝୁଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡନ୍ତା ଝୁଲା   ବିଶେଷ୍ୟ

ଅର୍ଥ : ଲୋକ ବା ମାଲ ଆଦିକୁ ତାର ବା ଦଉଡ଼ିଦ୍ୱାରା ଗୋଟିଏ ଯାଗାରୁ ଅନ୍ୟ ଏକ ଯାଗାକୁ ନେବା ଏବଂ ଏହି ତାର ଦୁଇଟି ଊଚ୍ଚ ଖୁଣ୍ଟ ବା ମୀନାର ଆଦିର ମଝିରେ ବାନ୍ଧିରଖାଯାଇଥିବା ସବାରୀ ବା ଯାନ

ଉଦାହରଣ : ଆମ୍ଭମାନେ ରଜ୍ଜୁମାର୍ଗରେ ପର୍ବତ ଉପରେ ତିଆରି ମନ୍ଦିରକୁ ଦେଖିବାକୁ ଗଲୁ

ସମକକ୍ଷ : ରଜ୍ଜୁ ମାର୍ଗ, ରଜ୍ଜୁମାର୍ଗ, ରୋପୱେ

वह सवारी या वाहन जो लोगों या माल आदि को तारों या केबलों द्वारा एक जगह से दूसरी जगह ले जाता हैं और ये तार दो ऊँचे खंभों या मीनारों आदि के बीच बँधे होते हैं।

हमलोग रज्जुमार्ग से पर्वत पर बने मंदिर को देखने गए।
उड़नखटोला, रज्जु मार्ग, रज्जु-मार्ग, रज्जुमार्ग, रोप वे

A conveyance that transports passengers or freight in carriers suspended from cables and supported by a series of towers.

aerial tramway, cable tramway, ropeway, tram, tramway