ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଈ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଈ   ବିଶେଷ୍ୟ

ଅର୍ଥ : ପିମ୍ପୁଡି ଭଳି ଏକ ଧଳା କୀଟ ଯେ କାଠ, କାଗଜଆଦିରେ ଲାଗି ସେ ସବୁକୁ ଖାଇଯାଏ

ଉଦାହରଣ : ଏହି ବହିର କିଛି ପୃଷ୍ଠା ଉଈ ଖାଇଯାଇଛନ୍ତି

ସମକକ୍ଷ : ବଲ୍ମୀକ

चींटी की तरह का एक सफेद कीड़ा जो लकड़ी, कागज़ आदि में लगकर उन्हें खा जाता है।

इस पुस्तक के कुछ पन्ने दीमक चाट गए हैं।
दीमक, पुत्तिका, वम्र, वम्री, वलमीक, वल्मीकि, सफेद चींटी

Whitish soft-bodied ant-like social insect that feeds on wood.

termite, white ant