ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଇହୁଙ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଇହୁଙ୍କା   ବିଶେଷ୍ୟ

ଅର୍ଥ : ଉଇମାନଙ୍କ ରହିବାପାଇଁ ମାଟିର ବାସସ୍ଥାନ ବା ଡିହ

ଉଦାହରଣ : ଧାଡି ଧରି ଉଇମାନେ ଉଇହୁଙ୍କାରୁ ବାହାରକୁ ଆସୁଥିଲେ

ସମକକ୍ଷ : ବଲ୍ମିକୂଟ, ବଲ୍ମୀକ

दीमकों के रहने का मिट्टी का भीटा या ढूह।

दीमक पंक्ति में होकर बाँबी से बाहर निकल रही थीं।
बमीठा, बल्मीक, बाँबी, बाँमी, बामी, बाल्मीक, वामलूर, वाल्मीक, विमौट

A mound of earth made by ants as they dig their nest.

anthill, formicary