ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଇକେଟ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଇକେଟ୍‌   ବିଶେଷ୍ୟ

ଅର୍ଥ : କ୍ରିକେଟ ଖେଳରେ ବ୍ୟବହାର କରାଯାଉଥିବା ତିନୋଟି ବାଡ଼ି ଓ ବଲ୍‌ ସମୂହ

ଉଦାହରଣ : ଉଇକେଟ୍‌ରେ ବଲ୍‌ ବାଜିଲେ ବ୍ୟାଟସମ୍ୟାନ୍‌ ଖେଳରୁ ବାଦ୍ପଡ଼େ

क्रिकेट के खेल में उपयोग किए जाने वाले तीन डंडे और गुल्लियों का समूह।

विकेट से गुल्ली गिरने पर बल्लेबाज़ खेल से बाहर हो जाता है।
विकेट

Cricket equipment consisting of a set of three stumps topped by crosspieces. Used in playing cricket.

wicket

ଅର୍ଥ : କ୍ରିକେଟ ଖେଳରେ ବ୍ୟାଟିଙ୍ଗ କରୁଥିବା ପକ୍ଷର ଖେଳାଳୀ

ଉଦାହରଣ : ଭାରତ ଚାରି ଉଇକେଟ୍‌ରେ ଏହି ମ୍ୟାଚ୍ ଜିତିଲା

क्रिकेट के खेल में बल्लेबाज़ी करने वाले पक्ष के किसी खिलाड़ी की बरख़ास्तगी।

भारत चार विकेट से यह मैच जीता।
विकेट