ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଈଶ୍ୱରହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଈଶ୍ୱରହୀନତା   ବିଶେଷ୍ୟ

ଅର୍ଥ : ଈଶ୍ୱରଙ୍କର ଅନୁପସ୍ଥିତି ବା ଈଶ୍ୱର ନଥିବାର ଅବସ୍ଥା ବା ଭାବ

ଉଦାହରଣ : ଏହି ବିଜ୍ଞାନ ଯୁଗରେ ମଧ୍ୟ ମନ ସଂପୂର୍ଣ୍ଣ ଭାବରେ ଈଶ୍ୱରହୀନତାକୁ ସ୍ୱୀକାର କରିପାରେ ନାହିଁ

ସମକକ୍ଷ : ଅଣଈଶ୍ୱରତା

ईश्वर की अनुपस्थिति या ईश्वर के न होने की अवस्था या भाव।

इस विज्ञान के युग में भी मन पूरी तरह से अनीश्वरता को स्वीकार नहीं कर पाता।
अनीश्वरता, अनीश्वरत्व