ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇ-ମେଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇ-ମେଲ   ବିଶେଷ୍ୟ

ଅର୍ଥ : ସାରା ଦୁନିଆଁରେ ବିସ୍ତାରିତ ହୋଇଥିବା ବୈଦ୍ୟୁତିକ ସଂପ୍ରେଷଣ ମାଧ୍ୟମରେ କଂପ୍ୟୁଟର ବ୍ୟବସ୍ଥାର ପ୍ରୟୋଗକର୍ତ୍ତାଙ୍କଦ୍ୱାରା ନିଜ ବିଚାର ଆଦିର ଆଦାନପ୍ରଦାନ

ଉଦାହରଣ : ଇ-ମେଲଦ୍ୱାରା ଖବର ଶୀଘ୍ର ପଠାଇହୁଏ

पूरी दुनिया में फैली विद्युतीय संप्रेषण व्यवस्था के माध्यम से संगणक तंत्रों के प्रयोगकर्ताओं द्वारा अपने विचारों आदि का आदान-प्रदान।

ई-मेल के द्वारा खबरें शीघ्र संप्रेषित होती हैं।
ई पत्र, ई मेल, ई-पत्र, ई-मेल, ईपत्र, ईमेल