ଅର୍ଥ : ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା
ଉଦାହରଣ :
ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି
ସମକକ୍ଷ : ଅଙ୍ଗ ଆରୋପଣ, ଅଙ୍ଗାରୋପଣ, ଆରୋପଣ, ଇଂପ୍ଲାଂଟ
ଅନ୍ୟ ଭାଷାରେ ଅନୁବାଦ :
ऊतक में किसी कृत्रिम अंग को स्थाई रूप से बैठाने या लगाने की क्रिया।
आजकल आँख में लेंस का आरोपण आसान हो गया है।A surgical procedure that places something in the human body.
The implantation of radioactive pellets in the prostate gland.