ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନ୍ଦ୍ରପୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇନ୍ଦ୍ରପୁରୀ   ବିଶେଷ୍ୟ

ଅର୍ଥ : ଇନ୍ଦ୍ରପୁରୀ ବା ଯେଉଁଠାରେ ଇନ୍ଦ୍ର ବାସ କରନ୍ତି

ଉଦାହରଣ : ଇନ୍ଦ୍ରଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର

ସମକକ୍ଷ : ଅମରପୁରୀ, ଅମରାବତୀ, ଇନ୍ଦ୍ରଲୋକ, ସ୍ୱର୍ଗ

ଅର୍ଥ : ବହୁତ ଅଧିକ ସଜ୍ଜା ହୋଇଥିବା ସୁନ୍ଦର ସ୍ଥାନ

ଉଦାହରଣ : ବିବାହ ମଣ୍ଡପକୁ ଇନ୍ଦ୍ରପୁରୀ ଭଳି ସଜ୍ଜା ଯାଇଥିଲା

ସମକକ୍ଷ : ଇଂଦ୍ରପୁରୀ

बहुत अधिक सजा हुआ तथा सुन्दर स्थान।

विवाह मंडप को इंद्रपुरी की तरह सजाया गया था।
इंद्रपुरी, इन्द्रपुरी

ଅର୍ଥ : ଯେଉଁ ସ୍ଥାନରେ ସବୁ ସୁଖ ମିଳେ

ଉଦାହରଣ : ଏହି ଗାଁ ଆମ ପାଇଁ ସ୍ୱର୍ଗ

ସମକକ୍ଷ : ଇନ୍ଦ୍ର ରାଇଜ, ସ୍ୱର୍ଗ

वह स्थान जहाँ सब सुख मिलते हों।

यह गाँव हमारे लिए इंद्रासन है।
इंद्रासन, इन्द्रासन