ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଞ୍ଜେକ୍ସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଞ୍ଜେକ୍ସନ   ବିଶେଷ୍ୟ

ଅର୍ଥ : ଚିକିତ୍ସା-କ୍ଷେତ୍ରରେ ନଳ ଆକାରର ଏକ ଛୋଟ ଉପକରଣ ଯାହାଦ୍ୱାରା ଶରୀରର ଶିରାରେ ବା ରକ୍ତରେ ତରଳ ଔଷଧ ପହଞ୍ଚାଇ ଦିଆଯାଏ

ଉଦାହରଣ : କଷ୍ଟରେ ଛଟପଟ ହେଉଥିବା ରୋଗୀକୁ ଡାକ୍ତର ଇଞ୍ଜେକ୍ସନ ଦେଲେ

चिकित्सा-क्षेत्र में नली के आकार का एक छोटा उपकरण जिससे शरीर की नसों या रक्त में तरल दवाएँ पहुँचाई जाती हैं।

चिकित्सक ने दर्द से छटपटा रहे मरीज़ को सुई लगाई।
इंजेकशन, इंजेक्शन, इंजैकशन, इंजैक्शन, इन्जेकशन, इन्जेक्शन, इन्जैकशन, इन्जैक्शन, सुई, सूई

A medical instrument used to inject or withdraw fluids.

syringe