ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଦ୍ର   ବିଶେଷ୍ୟ

ଅର୍ଥ : ବ୍ୟାକରଣର ଜଣେ ପ୍ରାଚୀନ ବିଦ୍ବାନ

ଉଦାହରଣ : ଇନ୍ଦ୍ରଙ୍କୁ ବ୍ୟାକରଣର ପ୍ରଥମ ଗୁରୁ ବୋଲି ବିଚାର କରାଯାଏ

ସମକକ୍ଷ : ଇନ୍ଦ୍ର

व्याकरण के एक प्राचीन विद्वान।

इंद्र व्याकरण के पहले आचार्य माने गये हैं।
इंद्र, इन्द्र

ଅର୍ଥ : ଛପୟ ଛନ୍ଦର ଗୋଟିଏ ପ୍ରକାର

ଉଦାହରଣ : ଏହି ଛନ୍ଦ ଇନ୍ଦ୍ରର ଭଲ ଉଦାହରଣ

ସମକକ୍ଷ : ଇନ୍ଦ୍ର

छप्पय छंद का एक प्रकार।

ये छंद इंद्र के अच्छे उदाहरण हैं।
इंद्र, इन्द्र

ଅର୍ଥ : ଦ୍ବାଦଶ ଆଦିତ୍ୟମାନଙ୍କ ମଧ୍ୟରୁ ଜଣେ

ଉଦାହରଣ : ପୌରାଣିକ କଥାମାନଙ୍କରେ ଇନ୍ଦ୍ରଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଇନ୍ଦ୍ର

बारह आदित्यों में से एक।

इंद्र का वर्णन पौराणिक कथाओं में मिलता है।
इंद्र, इन्द्र