ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଟରପୋଲ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଟରପୋଲ୍   ବିଶେଷ୍ୟ

ଅର୍ଥ : ବିଶ୍ବର ସମସ୍ତ ଗୁପ୍ତ ସମାଚାର ପ୍ରଦାନ କରୁଥିବା ଏଜେନସୀସମୂହ ମଧ୍ୟରେ ସହଯୋଗର ଅନୁମତି ଦେଉଥିବା ଏକ ଆନ୍ତର୍ରାଷ୍ଟ୍ରୀୟ ଗୁପ୍ତ ସମାଚାର ଏଜେନସୀ ବା ଅଭିକରଣ

ଉଦାହରଣ : ଇଣ୍ଟରପୋଲ୍ ମତାନୁସାରେ ଅଲ୍ କାଇଦା ଆମେରିକା ଓ ୟୁରୋପ୍ ଉପରେ ଆକ୍ରମଣ କରିପାରେ

ସମକକ୍ଷ : ଇଣ୍ଟରପୋଲ୍

अन्तरराष्ट्रीय अपराधियों को पकड़ने के लिए अंतरराष्ट्रीय पुलिस सहयोग प्रदान करानेवाली एक अंतर-सरकारी संगठन या ख़ुफ़िया एजेंसी।

इंटरपोल के अनुसार अल कायदा अमरीका और यूरोप में हमले कर सकता है।
अंतरराष्ट्रीय आपराधिक पुलिस संस्था, अंतरराष्ट्रीय पुलिस, अन्तरराष्ट्रीय आपराधिक पुलिस संस्था, अन्तरराष्ट्रीय पुलिस, आईसीपीओ, इंटरपोल, इण्टरपोल

An international intelligence agency permitting collaboration among intelligence agencies around the world.

interpol