ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଜିନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଜିନ୍   ବିଶେଷ୍ୟ

ଅର୍ଥ : ଯେଉଁ ଗାଡ଼ି ରେଳଡବାଗୁଡ଼ିକ ଆଗରେ ଲାଗି ସେଗୁଡ଼ିକୁ ଟାଣେ

ଉଦାହରଣ : ରେଳଗାଡ଼ିରେ ଇଂଜିନ୍ ଯୋଡ଼ା ହେଉଛି

वह गाड़ी जो रेल के डिब्बों के आगे जुड़कर उन्हें खींचती है।

रेलगाड़ी में इंजन जोड़ा जा रहा है।
इंजन, इञ्जन

A wheeled vehicle consisting of a self-propelled engine that is used to draw trains along railway tracks.

engine, locomotive, locomotive engine, railway locomotive

ଅର୍ଥ : ଗୋଟିଏ ପ୍ରକାରର ଯନ୍ତ୍ର ଯାହା ବିଦ୍ୟୁତ, ଖଣିଜ ତେଲ, କୋଇଲାଆଦିରେ ଚାଲେ ଏବଂ ଅନ୍ୟ ଯନ୍ତ୍ରମାନଙ୍କୁ ସଂଚାଳିତ କରେ

ଉଦାହରଣ : ଇଂଜିନ୍ ଖରାପ ହୋଇଯିବା କାରଣରୁ ଉଡ଼ାଜାହାଜକୁ ତଳକୁ ଓହ୍ଲାଇବାକୁ ପଡ଼ିଲା

ସମକକ୍ଷ : ଚାଳକ ଯଂତ୍ର, ଚାଳକ ଯନ୍ତ୍ର

एक प्रकार का यंत्र जो विद्युत, खनिज तेल, कोयले आदि से चलता और दूसरे यंत्रों को संचालित करता है।

इंजन में ख़राबी आ जाने के कारण हवाई जहाज को नीचे उतारना पड़ा।
इंजन, इञ्जन, चालक यंत्र, चालक यन्त्र

Motor that converts thermal energy to mechanical work.

engine