ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆହା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆହା   ବିଶେଷ୍ୟ

ଅର୍ଥ : ଦୁଃଖ ବା ଉଦାସତା ସମୟରେ ନିଆଯାଉଥିବା ଥଣ୍ଡା ଶ୍ୱାସ

ଉଦାହରଣ : ଆହା! କହି ରାମୁ ନିଜର ରାମ କାହାଣୀ ଶୁଣାଇବାକୁ ଲାଗିଲେ

दुख या उदासी के समय ली जानेवाली ठंडी साँस।

रामू ने आह भरी और अपनी राम कहानी सुनाने लगा।
आह, उच्छवास, उसाँस, उसास, उस्वाँस

An utterance expressing pain or disapproval.

groan, moan

ଅର୍ଥ : ହର୍ଷ, ଉଲ୍ଲାସ ଆଦିର ସୂଚକ ଶବ୍ଦ

ଉଦାହରଣ : ଆହା ତୁମ ଫ୍ରକ କେତେ ସୁନ୍ଦର

हर्ष, उल्लास आदि का सूचक शब्द।

आहा तुम्हारा फ्राक कितना सुंदर है।
आहा